35.1 C
Bhubaneswar
Wednesday, April 29, 2026
Homeଓଡିଶାକୋର୍ଟରେ ତହସିଲଦାର ଦୋଷୀ ସାବ୍ୟସ୍ତ, ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ

କୋର୍ଟରେ ତହସିଲଦାର ଦୋଷୀ ସାବ୍ୟସ୍ତ, ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନବରଙ୍ଗପୁର : ଭିଜିଲାନ୍ସ କୋର୍ଟରେ ତହସିଲଦାର ଦୋଷୀ ସାବ୍ୟସ୍ତ। ନବରଙ୍ଗପୁର କୋଡ଼ିଙ୍ଗା ତହସିଲଦାର ସୁବ୍ରତ କୁମାର ବେହେରା ଦୋଷୀ ସାବ୍ୟସ୍ତ। ଦୋଷୀ ସାବ୍ୟସ୍ତ କଲେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତିନି ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ସୁବର୍ଣ୍ଣପୁର ତରଭା ତହସିଲଦାର ଓ ସବ ରେଜିଷ୍ଟ୍ରାର ଥିବା ବେଳେ ନେଇଥିଲେ ଲାଞ୍ଚ। ଗୋଟିଏ ଜମି ବିକ୍ରୟ କବଲା ପାଇଁ ନେଇଥିଲେ ୨୦ ହଜାର ଲାଞ୍ଚ। ୨୦୨୦ ନଭେମ୍ବର ୧୬ ରେ ଧରିଥିଲା ଭିଜିଲାନ୍ସ। ସୁବ୍ରତ ବେହେରାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ଲେଖିବ ଭିଜିଲାନ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking