32.1 C
Bhubaneswar
Saturday, February 14, 2026
Homeଓଡିଶାବିଧାନ ପରିଷଦ ଗଠନ ପାଇଁ ୨୦୧୮ରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି

ବିଧାନ ପରିଷଦ ଗଠନ ପାଇଁ ୨୦୧୮ରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି

ଭୁବନେଶ୍ୱର : ଓଡିଶା ବିଧାନ ପରିଷଦ ଗଠନ ନିମନ୍ତେ ଏକ ପ୍ରସ୍ତାବ ରାଜ୍ୟ ବିଧାନସଭା ତରଫରୁ ୨୦୧୮ ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ଅନୁମୋଦନ ପାଇଁ ପଠାଯାଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗା ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଓଡିଶା ରାଜ୍ୟ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭାରେ ୨୦୧୮ ମସିହା ସେପ୍ଟେମ୍ବର ୬ତାରିଖରେ ଏକ ସଙ୍କଳ୍ପ ପାରିତ ହୋଇଥିଲା । ପରିଷଦ ଗଠନ ନିମନ୍ତେ ସେହି ମାସ ୧୮ ତାରିଖରେ ସଂସଦର ଅନୁମୋଦନ ପାଇଁ ରାଜ୍ୟସଭା ଓ ଲୋକସଭା ସଚିବାଳୟର ସଚିବ, ସଂସଦୀୟ ବ୍ୟାପାର ମନ୍ତ୍ରଣ।।ଳୟ ଏବଂ ବିଧିଓ ନ୍ୟାୟ ମନ୍ତ୍ରଣାଳୟ ସଚିବଙ୍କ ନିକଟକୁ ଏହା ପ୍ରେରଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking