ଭୁବନେଶ୍ୱର: ବିଧାନସଭା ଅଧିବେଶନ ଗୃହରେ ଦାଦନ ମୃତ ପ୍ରସଙ୍ଗ ରେ ଉତ୍ତର ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଦାଦନ ଖଟିବାକୁ ଯାଇ ୧୦ ବର୍ଷରେ ୪୦୩ ଦାଦନଙ୍କର ମୃତ୍ୟୁ ଘଟିଛି । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ହରାଇଛନ୍ତି ପ୍ରାଣ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୯ ଦାଦନ ମୃତ । କଳାହାଣ୍ଡିରୁ ୩୯ , ବଲାଙ୍ଗୀର ରୁ ୩୫ ଜଣ ମୃତ । ବିଧାନ ସଭାରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ । ଦାଦନ ସମସ୍ୟା ପାଇଁ , ସମାଧାନ ପାଇଁ ଗଠନ ହୋଇଛି ଟାସ୍କଫୋର୍ସ ।