18.1 C
Bhubaneswar
Thursday, February 12, 2026
Homeଓଡିଶାବାଛୁରୀ ଶିକାର କଲା ବାଘ

ବାଛୁରୀ ଶିକାର କଲା ବାଘ

ଉଦଳା: ବାଛୁରୀ ଶିକାର କଲା ବାଘ । ଉଦଳା ବନାଞ୍ଚଳ ଚଉଦା ଗାଁ ର ଘଟଣା । ଗୁହାଳରୁ ବାଛୁରୀକୁ ଘୋଷାଡ଼ି ନେଇଛି ବାଘ । ଗାଁ ନିକଟ ବିଲରେ ରହିଛି ବାଘ ପାଦ ଚିହ୍ନ । ୧୨ ରୁ ଅଧିକ ସ୍ଥାନରେ ବାଘ ପାଦ ଚିହ୍ନ ଠାବ । ଆତଙ୍କିତ ଅବସ୍ଥାରେ ଚଉଦା ଗାଁ ର ଲୋକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking