27.1 C
Bhubaneswar
Friday, November 22, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ସେବା ପୂଜା କରିବେ। ପରିଶ୍ରମ ଦ୍ୱାରା ଆନନ୍ଦ ଅନୁଭବ କରିପାରନ୍ତିି। ସକଳହାନି ଘଟିପାରେ। କ୍ଷତିରେ ପଡ଼ିବେ। ମାନସିକ ଉତ୍ସାହ ବଢ଼ିବ। ଉନ୍ନତି ପାଇଁ ଚିନ୍ତା କରିବେ। ଶିକ୍ଷା ଓ ଅଭିଜ୍ଞତା ବଢ଼ିବ।

ବୃଷ : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଆର୍ଥିକ ଲାଭ କରିପାରନ୍ତି। ଆୟ ଉତମ ହେବ। ଭାତୃ ବିବାଦରେ ପଡ଼ିପାରନ୍ତି। ଚାହୁଁଥିବା ସାହାଯ୍ୟ ମିଳିବ। ଆନନ୍ଦ ଉତ୍ସବ କରିବେ।

ମିଥୁନ : ଆଜି ଚନ୍ଦ୍ରଙ୍କ ଯୋଗୁ ଭୋଜନାଦିରୁ ତୃପ୍ତି ମିଳିବ। ନଷ୍ଟ ଦ୍ରବ୍ୟ ପ୍ରାପ୍ତି ଘଟିପାରେ। ଅର୍ଥଲାଭ ହେବ। ଦେହ ଭଲ ରହିବ। ଯଶ ବୃଦ୍ଧି ହେବ। ବ୍ୟବସାୟରେ ପଛେଇବେ।

କର୍କଟ : ଆଜି ନିଷ୍ଠାର ସହ କାର୍ଯ୍ୟ କରିବେ। ପରିବାର ପାଇଁ ଚିନ୍ତା କରିବେ। ଆଶାବାଦୀ ହେବେ। ବ୍ୟବସାୟରେ ଲାଭବାନ୍ ହେବେ। କାର୍ଯ୍ୟସିଦ୍ଧି ପାଇଁ ଯୋଜନା କରିବେ।

ସିଂହ : ନୂତନ ବନ୍ଧୁ ପାଇପାରନ୍ତି। ଦ୍ରବ୍ୟାଦି ଲାଭ କରିପାରନ୍ତି। ବ୍ୟାକୁଳତା ଅନୁଭବ କରିବେ। ଦୁର୍ଘଟଣାରୁ ଉଧୁରିଯିବେ। ଯାତ୍ରାଜନିତ କ୍ଳେଶ ଅନୁଭବ ହୋଇପାରେ। ସୁ-ସମ୍ବାଦ ପାଇପାରନ୍ତି।

କନ୍ୟା : ପରିବେଶରୁ ଆନନ୍ଦ ମିଳିବ। ମର୍ଯ୍ୟାଦା ହରାଇପାରନ୍ତି। କାର୍ଯ୍ୟ ବିଳମ୍ବ ହୋଇପାରେ। ଅର୍ଥକଷ୍ଟ ଅନୁଭବ କରିବେ। ଶାରୀରିକ କଷ୍ଟ ଭୋଗିବେ। ମାନସିକ ଚାପ ବଢ଼ିପାରେ।

ତୁଳା : ଆଜି ବୃଥା କାର୍ଯ୍ୟରେ ସମୟ କଟିବ। କର୍ତୃପକ୍ଷଙ୍କ ବିରକ୍ତି ବଢ଼ିବ। ଶାରୀରିକ ଯନ୍ତ୍ରଣା ଦେଖାଦେବ। ଆତ୍ମୀୟମାନଙ୍କ ସମର୍ଥନ ପାଇପାରନ୍ତି। ମାନସିକ ଉଦ୍‌ବେଗ ବଢ଼ିବ।

ବିଛା : ବିପଦର ଆଭାସ୍ ପାଇବେ। ସାହସ ଓ ବିଶ୍ୱାସ ବଢ଼ିବ। ସାମାଜିକ କାର୍ଯ୍ୟରେ ଯୋଗଦେବେ। ଆର୍ଥିକ ପରିସ୍ଥିତି ଅନୁକୂଳ ହେବ। ନୂତନ ଦ୍ରବ୍ୟଲାଭ କରିପାରନ୍ତି। ମହିଳାମାନେ ଦୂରଯାଗାକୁ ଯାଇପାରନ୍ତି।

ଧନୁ : ନୂତନ ଅଭିଜ୍ଞତା ପାଇବେ। ପରିଶ୍ରମୀ ହେବେ। ଜଞ୍ଜାଳରୁ ମୁକ୍ତି ମିଳିବ। ମାନସିକ ଉଦ୍‌ବେଗ ଭୋଗିବେ। ଆୟର ବୃଦ୍ଧି ଘଟିବ। ଅସୁବିଧା ଘନିଭୂତ ହେବ।

ମକର : ଆଜି ସକାଳୁ ସକାଳୁ ବନ୍ଧୁ ମିଳନ ହେବ। ଭୋଜନାଦିରେ ଉପକୃତ ହେବେ। ମନ ଦୁର୍ବଳ ରହିବ। ସ୍ମରଣ ହାନି ଘଟିପାରେ। ଶାରୀରିକ କଷ୍ଟ ଭୋଗିବେ। ଦାୟିତ୍ୱରେ ବୃଦ୍ଧି ଘଟିବ।

କୁମ୍ଭ : ବ୍ୟବସାୟରେ ଅଧିକ ଲାଭ ହେବ। ଅପେକ୍ଷା ବିଫଳ ହେବ ନାହିଁ। ମନ ଅଶାନ୍ତି ରହିବ ନାହିଁ। ଦ୍ରବ୍ୟହାନି ଲାଭ କରିପାରନ୍ତି। ଶତ୍ରୁର ସମ୍ମୁଖିନ ହେବେ।

ମୀନ : ଆଜି ଉତ୍ସବାଦିରେ ଯୋଗ ଦେବେ। ଅଯଥା ବ୍ୟୟଭାର ବଢ଼ିବ। ବନ୍ଧୁମିଳନ ହେବ। ପରିସ୍ଥିତି ଆୟତଧିନ ରହିପାରେ। ପାରିବାରିକ ଗଣ୍ଡଗୋଳ ଉପୁଜିବ। ପରିଶ୍ରମ ବୃଥା ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking