21.1 C
Bhubaneswar
Tuesday, November 19, 2024
Homeଓଡିଶାକ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ: ଅପରାଜିତା ଷଡଙ୍ଗୀ

କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ୪୦କୁ ବଢିବ ଆଇସିୟୁ ବେଡ ସଂଖ୍ୟା ।  କ୍ୟାପିଟାଲ ହସ୍‌ପିଟାଲ ରୋଗୀ କଲ୍ୟାଣ ସମିତି ବୌଠକରେ ନିଷ୍ପତ୍ତି ହୋଇଛି । ଏନେଇ ସମିତି ଅଧ୍ୟକ୍ଷା  ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । କହିଛନ୍ତି, ଏବେ ହସ୍ପିଟାଲରେ ୧୬ଟି ଆଇସିୟୁ ବେଡ ଅଛି । ଖୁବଶୀଘ୍ର ୪୦ଟି କରାଯିବ । ପ୍ରତି ମାସ ହସ୍ପିଟାଲକୁ ୧୪୩୨ଟି ଡାଏସେସିସ କେସ ଆସୁଛି । ଏବେ ଥିବା ବେଡରେ ୩ଟି ସିଟିଂରେ  ଡାଏଲେସିସ ଚାଲିଛି । ତାହା ୪ଟି ସିଟିଂରେ ଡାଏଲେସିସ କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking