ଭୁବନେଶ୍ୱର : ଗ୍ୟାଷ୍ଟ୍ରିକ ହେବା ପଛର ଅନେକ କାରଣ ରହିଛି । ପ୍ରଥମ କାରଣ ମେଦବହୁଳତା । ଅଧିକ ଓଜନ ହେବା ପେଟ ଉପରେ ଅଧିକ ଚାପ ପକାଇଥାଏ । ଦ୍ୱିତୀୟ କାରଣ ହେଉଛି ଚିଲି, ମସଲା ଯୁକ୍ତ ଖାଦ୍ୟ ଖାଇବା । ଅଧିକ ଚା ପିଇବା ଦ୍ୱାରା ମଧ୍ୟ ଗ୍ୟାଷ୍ଟ୍ରିକ ହୋଇଥାଏ । ଗ୍ୟାଷ୍ଟ୍ରିକକୁ ଏଡାଇବା ପାଇଁ ହେଲେ କମ ଚା ଏବଂ କମ ମସଲା ଯୁକ୍ତ ଖାଦ୍ୟ ଖାଇବା ପିଇବା ଆବଶ୍ୟକ ।