Homeଓଡିଶା୨୫ରେ ସର୍ବଦଳୀୟ ବୈଠକ: ମୁକେଶ ମହାଲିଙ୍ଗ ଓଡିଶାଭୁବନେଶ୍ୱର ୨୫ରେ ସର୍ବଦଳୀୟ ବୈଠକ: ମୁକେଶ ମହାଲିଙ୍ଗ By Ona Khabara 19/11/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ୨୫ରେ ବସିବ ସର୍ବଦଳୀୟ ବୈଠକ । ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ । ଗୃହ ସୁପରିଚାଳନା ନେଇ ବୈଠକ ରେ ହେବ ଆଲୋଚନା । ଏ ନେଇ ଆଜି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । Share FacebookTwitterPinterestWhatsAppLinkedinReddItTelegram Previous articleଗୋରୁ ବୋଝେଇ ବେଳେ ଜଳିଗଲା ପିକ ଅପ ଭ୍ୟାନNext articleଇନୋଭା- ଟ୍ରକ ଧକ୍କାରେ ୬ ମୃତ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଶସ୍ତା ହେବ ଏସବୁ ଔଷଧ ଓଡିଶା କେଜିରୁ ପିଜି ନାମଲେଖା ଫି’ ଦ୍ଵନ୍ଦ୍ବ: ଆଜି ଆସିବ ସ୍ବତନ୍ତ୍ର ଏସ୍ଓପି ଓଡିଶା ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ ଓଡିଶା ପୌରସଂସ୍ଥା ଓ ଉନ୍ନୟନ କର୍ତ୍ତୃପକ୍ଷମାନଙ୍କ ପାଇଁ କ୍ଷମତା ବିକାଶ କର୍ମଶାଳା ଆୟୋଜିତ