20.1 C
Bhubaneswar
Monday, February 9, 2026
Homeଅପରାଧଡମ୍ଫର ଚଢାଇ ୨ ଜଣଙ୍କୁ ହତ୍ୟା

ଡମ୍ଫର ଚଢାଇ ୨ ଜଣଙ୍କୁ ହତ୍ୟା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଏକ ଭୟାନକ କାଣ୍ଡ । ଡମ୍ଫର ଚଢାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ । ଡମ୍ଫର ଚଢାଇ ହତ୍ୟା ପରେ ଗାଁ ରେ ଉତ୍ତେଜନା ଦେଖିବାକୁ ମିଳିଛି। ଘଷିପୁରା ନଦୁଆଁ ଘଟିଛି ଏଭଳି ଘଟଣା । ପୂର୍ବ ବିବାଦକୁ ନେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ତେବେ ଏ ଯାଏଁ କିଛି ସ୍ପଷ୍ଟ ଜଣା ପଡି ନ ଥିବାର ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking