Homeଓଡିଶାଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ : ପ୍ରଭାତୀ ପରିଡା ଓଡିଶାଭୁବନେଶ୍ୱର ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ : ପ୍ରଭାତୀ ପରିଡା By Ona Khabara 09/11/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଲଣ୍ଡନରୁ ଫେରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଓଡିଶାର ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ । ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ ଆସିବେ ବିଦେଶୀ ନିବେଷକ । Share FacebookTwitterPinterestWhatsAppLinkedinReddItTelegram Previous articleବିଜେଡି ପରାଜୟ ପଛରେ ୩ଟି କାରଣ: ରାଜେନ୍ଦ୍ର ଢୋଲକିଆNext articleଭୁବନେଶ୍ୱର ଲଭ ଜିହାଦ : ମନସୁରର ମାୟାଜାଲ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଆଜି ପବିତ୍ର ଶ୍ରୀରାମନବମୀ ଦେଶ ବିଦେଶ ହର୍ମୁଜ୍ ପ୍ରଣାଳୀକୁ ‘ଷ୍ଟ୍ରେଟ୍ ଅଫ୍ ଟ୍ରମ୍ଫ’ କହିଲେ ଡୋନାଲ୍ଟ ଟ୍ରମ୍ପ ଓଡିଶା ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. ଓଡିଶା ଓଏଏସ୍ ସ୍ତରରେ ଅଦଳବଦଳ