ବ୍ୟୁରୋ : ଦୀପାବଳି ଅବସରରେ ଜମୁଛି ମିଠା ବ୍ୟବସାୟଙ୍କ ବେପାର ା ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମିଠା ଦେକାନମାନଙ୍କରେ ଭଳିକି ଭଳି ମିଠା ର ସମ୍ଭାର ଲାଗିଛି । ରସଗୋଲା , ଛେନାପୋଡ ଠାରୁ ଆରମ୍ଭ କରି ଲଡୁ , ଗଜା ପର୍ଯ୍ୟନ୍ତ ଲବୁ ପ୍ରକାର ମିଠା ବିକ୍ରି ହୁଏ । ଦୀପୀବଳୀକୁ ଆନନ୍ଦର ଉତ୍ସବ କୁହାଯାଉଥିବା ବେଳେ ଏହି ଅବସରରେ ବାଣ ଫୁଟାଇ ମିଠା ଖାଇ ପର୍ୱ ପାଳନ କରୁଛନ୍ତି ଲୋକେ । ଏନେଇ ମିଠା ଦେକାନ ଆଗରେ ଭିଡ ଜମିଛି ।