14.1 C
Bhubaneswar
Saturday, December 6, 2025
Homeଓଡିଶାଉତ୍ପାତ ମଚାଉଛନ୍ତି ପାଗଳ ମାଙ୍କଡ : ୧୫ରୁ ଅଧିକ ଆହତ

ଉତ୍ପାତ ମଚାଉଛନ୍ତି ପାଗଳ ମାଙ୍କଡ : ୧୫ରୁ ଅଧିକ ଆହତ

ବ୍ୟୁରୋ : ବସ୍ତା ସାନ ଅସ୍ତି ଗାଁରେ  ଭୟ ଖେଳାଉଛି ମାଙ୍କଡଙ୍କ ଉପଦ୍ରବ ।  ମାଙ୍କଡ ଆକ୍ରମଣରେ  ୧୫ରୁ ଅଧିକ ଆହତ ହୋଇଛନ୍ତି ।  ଭୟରେ କବାଟ ବନ୍ଦ କରି ରହୁଛନ୍ତି ଗାଁ ଲୋକ । ମାଙ୍କଡା ଧରିବା ପାଇଁ  ବନ ବିଭାଗକୁ  ଖବର ଦେଇଥିଲେ ମଧ୍ୟ ପାଖରେ କିଛି ସରଞ୍ଜାମ ନଥିବାରୁ  ଘଉଡାଇବାରେ ବିଫଳ ହେଉଛନ୍ତି ବନ ବିଭାଗ ।  ଯାହାକୁ ନେଇ ଲୋକେ ଅସନ୍ତୋଷ । ଗତ କିଛି ଦିନ ହେଲା  ୫୦ରୁ ଅଧିକ ମାଙ୍କଡ ସାନ ଅସ୍ତି ଗାଁରେ  ଡେରା ପକାଇଛନ୍ତି । ମାଙ୍କଡ ଗୋଡାଇ ଗୋଡାଇ  ଲୋକଙ୍କୁ ଆକ୍ରମଣ କରୁଛି  । ଆହତ ହୋଇଥିବା  ଲୋକେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।  ଯାହାକୁ ନେଇ ଭୟଭୀତ ଗ୍ରାମବାସୀ । ଏନେଇ ଗ୍ରାମବାସୀ ମାଙ୍କଡ ପଲକୁ ଧରିବା ପାଇଁଁ ନିବେଦନ କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking