30.1 C
Bhubaneswar
Monday, October 28, 2024
Homeଦେଶ ବିଦେଶଗୁଜୁରାଟରେ ମୋଦୀଙ୍କ ମେଗା ରୋଡ ସୋ

ଗୁଜୁରାଟରେ ମୋଦୀଙ୍କ ମେଗା ରୋଡ ସୋ

ବ୍ୟୁରୋ  : ଗୁଜୁରାଟର  ବଦୋଦରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ରୋଡ ସୋ ।  ବଦୋଗରାରେ ପ୍ରଧାନମନ୍ତ୍ରୀଙ୍କ  ସହ ସ୍ପେନ ରାଷ୍ଟ୍ରପତି  ପଡ୍ରୋ ସାଞ୍ଚେଜ ରୋଡ ସୋ କରୁଛନ୍ତି । ଦୁଇ ରାଷ୍ଟ୍ର ନେତାଙ୍କୁ  ସ୍ୱାଗତ ପାଇଁ ସଜେଇ ହୋଇଛି ବଦୋଦରା ସହର  ।  ରାସ୍ତାର ଦୁଇପଟେ  ଦୁଇ ରାଷ୍ଟ୍ରନେତାଙ୍କୁ   ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି ।  ମୋଦୀଙ୍କ ଗସ୍ତକୁ ଆଖିରେ ରଖି  ବଦୋଗରାରେ  କଡା ସୁରକ୍ଷାର  ବନ୍ଦୋବସ୍ତ  କରାଯାଇଛି ।  ଗସ୍ତ ଅବସରରେ  ଦେଶର ପ୍ରଥମ ମିଲିଟାରୀ  ଏୟାରକ୍ରାଫ୍ଟ କାରଖାନା ,  ଟାଟା ଏୟାରକ୍ରାଫ୍ଟ କଂପ୍ଲେକ୍ସର ଉଦଘାଟନ କରିବେ ମୋଦୀ । ଏଥିରେ  ସ୍ପେନ ଓ ଭାରତ  ମିଳିତ ଭାବରେ ମିଲିଟାରି ଏୟାରକ୍ରାଫ୍ଟ  ସି- ୨୯୫ର ନିର୍ମାଣ କରିବେ । ଗସ୍ତ ଅବସରରେ ମୋଦୀ  ଅମରେଲି ଦିଲ୍ଲାରେ ୪ ହଜାର ୮ଶହ କୋଟିର ପ୍ରକଳ୍ପ ଗୁଜୁରାଟକୁ  ଦିପାବଳୀ ଭେଟି ଦେବେ । ୧୬ ଶହ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ  କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking