25.1 C
Bhubaneswar
Saturday, October 26, 2024
Homeଓଡିଶାଲୋକଙ୍କୁ କଟୁ କଥା କହି ୪ ନିଲମ୍ବିତ

ଲୋକଙ୍କୁ କଟୁ କଥା କହି ୪ ନିଲମ୍ବିତ

ଭୁବନେଶ୍ୱର: ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବିତ କଲେ ସରକାର। ନିଲମ୍ବିତ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଲୋକଙ୍କୁ କାଟୁ କଥା କହି ୪ ନିଲମ୍ବିତ । ବାତ୍ୟା ସମୟରେ କାର୍ଯ୍ୟ ଅବହେଳା ପାଇଁ ୪ ନିଲମ୍ବିତ । ବାତ୍ୟା ସମୟରେ କାର୍ଯ୍ୟ ଅବହେଳା ପାଇଁ ୪ ନିଲମ୍ବିତ । ବାତ୍ୟା ‘ଦାନା’ ପାଇଁ ରାଜ୍ୟର କିଛି ଅଞ୍ଚଳରେ ଲୋକମାନେ ଭୟଭୀତ ଥିବାବେଳେ ଦେଖିବାକୁ ଜିଲ୍ଲା ପ୍ରସାଶନ ଓ ରାଜ୍ୟ ସରକାର ଲୋକ ମାନଙ୍କ ପାଇଁ ବ୍ୟସ୍ତ ଥିବାବେଳେ ଲୋକମାନେ କିପରି ସୁରକ୍ଷିତ ରହିବେ ସେ ନେଇ ଚିନ୍ତା କରି ସମସ୍ତ ସୁବିଧା ସୁଯୋଗ ଯୋଗାଇଦେଉଥିବା ବେଳେ ସେତିକି ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking