27.1 C
Bhubaneswar
Wednesday, October 23, 2024
Homeଓଡିଶାବାତ୍ୟା ଦାନା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

ବାତ୍ୟା ଦାନା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ପୋଲିସ । ପୋଲିସ ପକ୍ଷରୁ ୧୦ଟି ଜରୁରୀ କାଳୀନ ସେଣ୍ଟର କରାଯାଇଛି । ସହରବାସୀଙ୍କ ଆବଶ୍ୟକତା ସେବା ଯୋଗାଇଦେବ ପୋଲିସ । ୨୪ ଓ ୨୫ ଗୁରୁତ୍ୱପୂର୍ଣ । କିଛି ଜାଗାରେ ୨୦ ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏଥିରେ ୩ ଜିଲ୍ଲା ବେଶୀ ପ୍ରଭାବିତ ହେବା ନେଇ ସୂଚନା । କେନ୍ଦ୍ରାପଡା , ବାଲେଶ୍ୱର , ଭଦ୍ରକ ବେଶୀ ପ୍ରଭାବିତ ହେବା ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା । ଲ୍ୟାଣ୍ଡଫଲ ବେଳେ ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡାରେ ପବନର ବେଗ ଅଧିକ ରହିବ । ୩ ଜିଲ୍ଲାରେ ୧୦୦ ରୁ ୧୨୦ ବେଗର ପବନ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking