27.1 C
Bhubaneswar
Sunday, May 31, 2026
Homeଓଡିଶାପୂର୍ବତନ ବିଜେଡି ବିଧାୟକଙ୍କ ଉପରେ ବର୍ଷିଲା ଅଣ୍ଡାମାଡ

ପୂର୍ବତନ ବିଜେଡି ବିଧାୟକଙ୍କ ଉପରେ ବର୍ଷିଲା ଅଣ୍ଡାମାଡ

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ବସିଥିବା ଗାଡ଼ି ଉପରକୁ ଅଣ୍ଡା ମାଡ଼। ଧର୍ମଶାଳା କୁରିକଣା ଠାରେ ପ୍ରବଳ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି। କିଛି ଲୋକ ରାସ୍ତାରେ ଭିଡ କରି ୫୦ରୁ ଅଧିକ ଅଣ୍ଡା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ଘଟିଛି ଏହି ଘଟଣା। କିନ୍ତୁ କିଏ ଏବଂ କାହିଁକି ଅଣ୍ଡା ମାଡ଼ କରିଛନ୍ତି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking