Homeଅପରାଧଘରେ ପଶି ଯୁବତୀଙ୍କ ତଣ୍ଟିକାଟି ହତ୍ୟା ଅପରାଧଓଡିଶା ଘରେ ପଶି ଯୁବତୀଙ୍କ ତଣ୍ଟିକାଟି ହତ୍ୟା By Ona Khabara 04/10/2024 0 Share FacebookTwitterPinterestWhatsAppLinkedinReddItTelegram କେନ୍ଦୁଝର : ଦିନ ଦ୍ୱିପ୍ରହରରେ ଘରେ ପଶି ଯୁବତୀଙ୍କ ଗଳା କାଟି ହତ୍ୟା । ଟାଉନ ଥାନା ଜିଲ୍ଲାପାଳ ଅଫିସ ପାଖ ବସଷ୍ଟାଣ୍ଡ ନିକଟରେ ହତ୍ୟା । ଘରେ କେହି ନଥିବା ବେଳେ ଘରେ ପଶି ଯୁବତୀଙ୍କୁ ଆକ୍ରମଣ । ହତ୍ୟା କାରଣ ଅସ୍ପଷ୍ଟ, ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ । Share FacebookTwitterPinterestWhatsAppLinkedinReddItTelegram Previous articleମହାନଦୀରେ ବୁଡି ୨ ନିଖୋଜNext articleବିକଶିତ ଓଡ଼ିଶା- ୨୦୩୬ ଓ ବିକଶିତ ଭାରତ- ୨୦୪୭ ନିମନ୍ତେ ସଂସ୍କୃତି ବିଭାଗର ପରାମର୍ଶ ବୈଠକ Ona Khabara LEAVE A REPLY Cancel reply Comment: Please enter your comment! Name:* Please enter your name here Email:* You have entered an incorrect email address! Please enter your email address here Website: Save my name, email, and website in this browser for the next time I comment. 5,005FansLike2,475FollowersFollow12,700SubscribersSubscribe Most Popular ମୋକିମ୍ଙ୍କ ଚିଠି: ମୁହଁ ଖୋଲିଲେ ଭକ୍ତ 14/12/2025 କଟକରେ ସିଜେଆଇ ସୂର୍ଯ୍ୟକାନ୍ତ 14/12/2025 ଏମ୍ଭି ୨୬ ପୋଡାଜଳା: ପୁଣି ୬ ଗିରଫ 14/12/2025 ଶୀତରେ ଥରୁଛି ଓଡିଶା 14/12/2025 HOT NEWS ଓଡିଶା ୩୪, ୬୩୬ ଏନ୍ବିଡବ୍ଲୁ ଗିରଫ ହୋଇନାହାନ୍ତି ଅପରାଧୀ ଓଡିଶା ଏକ ରଣନୈତିକ ଆର୍ଥିକ ସହଭାଗିତା ପାଇଁ ଓପିଟିସିଏଲ ଓ ନାବାର୍ଡ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଓଡିଶା ୧୬୬ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ଓଡିଶା ଏସଆଇ କେଳେଙ୍କାରୀ: ହାଇକୋର୍ଟଙ୍କୁ ଅବଗତ କଲା ସିବିଆଇ