31.1 C
Bhubaneswar
Monday, April 6, 2026
Homeଖେଳନୀରଜ ଚୋପ୍ରାଙ୍କୁ ଫୋନ୍‌ ନମ୍ବର ମାଗିଲେ ତାଙ୍କ ମହିଳା ଫ୍ୟାନ

ନୀରଜ ଚୋପ୍ରାଙ୍କୁ ଫୋନ୍‌ ନମ୍ବର ମାଗିଲେ ତାଙ୍କ ମହିଳା ଫ୍ୟାନ

ନୂଆଦିଲ୍ଳୀ : ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କର ପୂରା ବିଶ୍ବରେ ଅନେକ ପ୍ରଶଂସକ ରହିଛନ୍ତି। ନିକଟରେ ସୋସେିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ନୀରଜଙ୍କୁ ତାଙ୍କର ଦୁଇଜଣ ମହିଳା ପ୍ରଶଂସକ ତାଙ୍କ ସହ ସେଲଫି ନେଉଥିବା ନଜର ଆସିଛି। ଏହି ଭିଡିଓ‌ଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।
ଭିଡିଓରେ ନୀରଜଙ୍କୁ ତାଙ୍କର ଅନେକ ପ୍ରଶଂସକ ସେଲ୍‌ଫି ନେବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା। ନୀରଜ ଜଣେ ପରେ ଜଣେ ସମସ୍ତଙ୍କ ସହ ଫଟୋ କ୍ଲିକ୍‌ କରିଥିଲେ । ମାତ୍ର ‌ଯେତେବେଳେ ଜଣେ ପ୍ରଶଂସିକା ତାଙ୍କୁ ଫୋନ୍‌ ନମ୍ବର ମାଗିଲେ ତ ସେ ପ୍ରଶଂସିକାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସ୍ମିତ ହସି ସେଠାରୁ ପଳାଇ ଯାଇଥିଲେ। ତେବେ ନୀରଜ ରବିବାର ପ୍ରକାଶ କରିଛନ୍ତି ଯେ ତାଙ୍କ ବାମ ହାତରେ ଆଘାତ ଲାଗିଥିବା ସତ୍ତ୍ବେ ବି ସେ ‘ଡାଇମଣ୍ଡ୍‌ ଲିଗ୍‌ ସିଜନ୍‌ ଫାଇନାଲ୍’ର ଅଂଶ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking