28.1 C
Bhubaneswar
Friday, September 20, 2024
Homeଓଡିଶାସନା ମହାକୁଡ଼ଙ୍କୁ ମିଳିଲା ଅଶ୍ୱସ୍ତି

ସନା ମହାକୁଡ଼ଙ୍କୁ ମିଳିଲା ଅଶ୍ୱସ୍ତି

ଭୁବନେଶ୍ୱର : ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ମିଳିଛି ଅଶ୍ୱସ୍ତି । କାରଣ ତାଙ୍କ ବିରୋଧରେ ଆଗତ ମାମଲା ଖାରଜ ହୋଇଛି । ତାଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲା ଆଗତ ହୋଇଥିଲା । ତେବେ ମାନ୍ୟବର ହାଇକୋର୍ଟ ଉକ୍ତ ମାମଲାକୁ ଖାରଜ କରିଦେଇଛନ୍ତି । ଧାର୍ଯ୍ୟ ସମୟ ସୀମା ପରେ ମାମଲା ଦାଖଲ ହେବାରୁ ହାଇକୋର୍ଟ ତାକୁ ଖାରଜ କରିଦେଇଛନ୍ତି । ଚମ୍ପୁଆରୁ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ ମାମଲା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking