28.1 C
Bhubaneswar
Thursday, September 19, 2024
Homeଓଡିଶାଅଜଗର ମାରି ୪ ଗିରଫ

ଅଜଗର ମାରି ୪ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ କୁଳିଅଣା ରେଞ୍ଜର ସୈରୀ ଗାଁରେ ଅଜଗର ସାପକୁ ମାରିବା ଅଭିଯୋଗରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ତୁରନ୍ତ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ କାଲି କୁଳିଅଣା ରେଞ୍ଜର ସୈରୀ ଗାଁ ମୁଣ୍ଡରେ ଏକ ବିରାଟ ଅଜଗର ସାପକୁ ଦେଖଥିଲେ ଗ୍ରାମବାସୀ । ଏହା ପରେ ତାକୁ ଘୋଷାଡ଼ି ଘୋଷାଡ଼ି ପ୍ରଦର୍ଶନ କରିଥିଲେ ଜଣେ ବ୍ୟକ୍ତି । ହାତରେ ବିରାଟ କଟୁରୀ ଧରି ଟାଣି ଟାଣି ନେଉଥିବା ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହାକି ପରିବେଶ ପ୍ରେମୀଙ୍କ ସହ ବନ୍ୟଜନ୍ତୁଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ଆଘାତ ଦେଇଥିଲା । ଏହି ଘଟଣାରେ ତୁରନ୍ତ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking