15.1 C
Bhubaneswar
Thursday, December 18, 2025
Homeଓଡିଶାପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ମରଣlନ୍ତ୍ରକ ଆକ୍ରମଣ ; ଦୁଇ ଗିରଫ

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ମରଣlନ୍ତ୍ରକ ଆକ୍ରମଣ ; ଦୁଇ ଗିରଫ

ଯାଜପୁର : ପୂର୍ଵ ଶତ୍ରୁତା କୁ କେନ୍ଦ୍ର କରି ଯାଜପୁର ରୋଡ ଥାନା ର ଝଟିଆ ସାହି ରାସ୍ତାରେ ଦୁଇ ଜଣ ଯୁବକ ଙ୍କୁ ମରଣlନ୍ତ୍ରକ ଆକ୍ରମଣ ରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଯାଜପୁର ରୋଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ମାନେ ହେଲେ ବିଶ୍ବଜିତ ଯେନା ଓରପ ଯଦୁ (23)ଓ ନଟପଡା ଗ୍ରାମର ବିକାଶ ମଳିକ (40)ଅଭିଯୋଗ ଅନୁଯାଇ ଗୁରୁବାର ରାତ୍ରି ରେ ରାଜୀବ ଦାସ ନାମକ ବ୍ୟକ୍ତି ଝଟିଆ ସାହି କୁ ଏକ ଭୋଜି ଖାଇବାକୁ ଆସୁ ଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ପୂର୍ଵ ଶତ୍ରୁତା କୁ ନେଇ ରାଜୀବ କୁ ରାସ୍ତାରେ ଅଟକାଇ ଲୁହା ଛଡ଼ ଓ ପାଇପ ରେ ଆକ୍ରମଣ କରି ଥିଲେ l ଚିତ୍କାର ଶୁଣି ନଟ ପଡ଼ା ଗ୍ରାମର ର ଦିନେଶ ପରିଡା ରାଜୀବ କୁ ଉଦ୍ଧାର କରିବା ପାଇଁ ଆସି ଥିଲେ l ଏହି ଦୁଇ ଅଭିଯୁକ୍ତ ଏକ କତା ରେ ଦିନେଶ କୁ ଆକ୍ରମଣ କରି ଥିଲେ l ଏହି ଆକ୍ରମଣ ରେ ଦିନେଶ ମୁଣ୍ଡ ରେ ଗୁରୁ ତର ଆଘାତ ଲାଗିଛି l ଓ ରାଜୀବ ଙ୍କ ମୁଂହ ନାକ ମଧ୍ୟ ରେ ଗଭୀରଆଘାତ ରକ୍ଷତ ସୃଷ୍ଟି ହୋଇଛି l ଦିନେଶ ର ବେକ କୁ ଚିପି ଧରି ଥିଲା ବେଳେ ସ୍ଥାନୀୟ ଲୋକ ମାନେ ଆସିବାରୁ ଅଭିଯୁକ୍ତ ମାନେ ପଳାଇ ଯାଇ ଥିଲେ l ଦୁଇ ଗୁରୁତର କୁ ଉଦ୍ଧାର କରି ଯାଜପୁର ରୋଡ ଗୋଷ୍ଟି ସ୍ୱlସ୍ଥ କେନ୍ଦ୍ର କୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇ ଥିଲା ସେମାନଙ୍କ ଅବସ୍ଥା ସଂଗିନି ହେବାରୁ କଟକ ବଡ ଡାକ୍ତର ଖାନା କୁ ସ୍ଥାନା ନ୍ତରିତ କରା ଯାଇଛି l
ଏ ନେଇ ନଟପଡ଼ା ଗ୍ରାମର ପ୍ରଦୀପ କୁମାର ପରିଡା ଙ୍କ ଅଭିଯୋଗ କ୍ରମେ ଯାଜପୁର ରୋଡ ପୋଲିସ ଏକ ମକଦ୍ଦମା ରୁଜୁ କରିଛି କେଶ ନମ୍ବର 552/24 ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତ ବିଶ୍ଵ ଜିତି ଓ ବିକାସ କୁ ଗିରଫ କରି ବିଭିନ୍ନ ଦଫା ରେ ଯାଜପୁର ରୋଡ କୋର୍ଟ ଚାଲାଣ କରିଛି ସେମାନଙ୍କ ଜମିନି ନା ମଂଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଜେଲ ହାଜତ କୁ ପଠାଇ ଦିଆ ଯାଇ ଥିବା ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇ ଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking