27.1 C
Bhubaneswar
Friday, December 19, 2025
Homeଓଡିଶା୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବାରିପଦା : ଗଣେଶ ମୂର୍ତ୍ତି ଭସାଣି ବେଳେ ୪ ଛାତ୍ର ବୁଡି ଯିବା ଘଟଣା । ଦୀର୍ଘ ସମୟ ପରେ ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେଲା । ଲ ପୋଷି ସୁବରର୍ଣ୍ଣରେଖା କେନାଲରେ ବୁଡି ନିଖୋଜ ଥିଲେ । ୪ ଜଣ ବୁଡି ଯାଇଥିଲେ ପରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ୪ ଜଣ ଆଦର୍ଶ ବିଦ୍ୟାଳୟର ଛାତ୍ର, ଘରୋଇ ହଷ୍ଟେଲରେ ରହନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking