17.1 C
Bhubaneswar
Friday, February 13, 2026
Homeଅପରାଧଲେଡିଜ ହଷ୍ଟେଲ ବାଥରୁମ୍‌ରେ କ୍ୟାମେରା

ଲେଡିଜ ହଷ୍ଟେଲ ବାଥରୁମ୍‌ରେ କ୍ୟାମେରା

ଆନ୍ଧ୍ରରେ ଚାଞ୍ଚଲ୍ୟ : ଲେଡିଜ୍ ହଷ୍ଟେଲ ବାଥ୍‌ରୁମରେ ଗୁପ୍ତ କ୍ୟାମେରା । କ୍ରିଷ୍ଣା ଜିଲ୍ଲାର ଏକ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଗୁପ୍ତ କ୍ୟାମେରା ଠାବ । ବାଥରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ । ୩ ଶହରୁ ଅଧିକ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ କରି ବିକ୍ରି । ଉକ୍ତ କଲେଜର ଜଣେ ବି.ଟେକ ଛାତ୍ର ଗୁପ୍ତ କ୍ୟମେରା ଖଂଜିଥିବା ସୂଚନା ମିଳିଛି । ଗୁପ୍ତ କ୍ୟାମେରା ଲଗା ଫଟୋ, ଭିଡିଓ ବିକ୍ରି କରିଥିବା ଉକ୍ତ ଛାତ୍ର । କଲେଜ ଏବଂ କଲେଜ ବାହାରର କିଛି ଛାତ୍ରଙ୍କୁ ଫଟୋ, ଭିଡିଓ ବିକ୍ରି । ଘଟଣା ସଂପର୍କରେ ଜଣାପଡିବା ପରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ । ଶହ ଶହ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ପରେ ତତ୍ପର ହେଲା ପୋଲିସ । ସଂପୃକ୍ତ ଛାତ୍‌ରକୁ ଗିରଫ ସହ ତଦନ୍ତ ଜାରି ରଖିଛି ଆନ୍ଧ୍ର ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking