ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ପଶ୍ଚିମ ଓଡିଶାକୁ କେନ୍ଦ୍ର ସରକାରଙ୍କ ଭେଟ । ଓଡିଶା ପାଇଁ ୨ ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରୀ । ସରଡେଗାରୁ ଭାଲୁମୁଣ୍ଡା ହେବ ଡବଲ ଲାଇନ । ଓଡିଶାର ସୁନ୍ଦରଗଡରୁ ଛତିଶଗଡ ରାୟଗଡା ଯାଏଁ ଖର୍ଚ୍ଚ ହେବ ୧ ହଜାର ୩୬୦ କୋଟି ଟଙ୍କା । ବରଗଡ ରୋଡ୍-ନୂଆପଡା ରୋଡ୍ ନୂଆ ଲାଇନରେ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା ା










