27.1 C
Bhubaneswar
Monday, February 2, 2026
Homeଓଡିଶାଭିଜିଲାନ୍ସ ହାତରେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ଭିଜିଲାନ୍ସ ହାତରେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ମାଡିବସିଲା ଭିଜିଲାନ୍ସ। ପୁରୁଣା ବିଲ୍ ପାସ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିବେଦିତା । ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଘରେ ରେଡ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ। ଖଣ୍ଡଗିରି ସ୍ଥିତ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ନିବେଦିତା ମହାନ୍ତିଙ୍କ ଘରେ ସମେତ ଅନ୍ୟ ଦୁଇଟି ଠିକଣାରେ ରେଡ କରିଛି ଭିଜିଲାନ୍ସ। ଚଢାଉ ସମୟରେ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ତାଙ୍କୁ ମଧ୍ୟ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking