27.1 C
Bhubaneswar
Saturday, August 15, 2026
Homeଓଡିଶାତ୍ରିଶୁଳିଆ ବ୍ରିଜରୁ ନଦୀକୁ ଡେଇଁଲେ ମହିଳା

ତ୍ରିଶୁଳିଆ ବ୍ରିଜରୁ ନଦୀକୁ ଡେଇଁଲେ ମହିଳା

କଟକ : ତ୍ରିଶୁଳିଆ ନେତାଜୀ ସୁବାଷ ସେତୁରେ ନାଲି ସ୍କୁଟିକୁ ନେଇ ଜୋର ଚର୍ଚ୍ଚା । ବ୍ରିଜ ଉପରେ ସ୍କୁଟି ସହ ରହିଛି ଚପଲ । ମାତ୍ର ଆରୋହୀଙ୍କ ପତ୍ତା ମିଳୁନି । ଆଜି ଭୋରରୁ କଟକ ନେତାଜୀ ସୁବାଷ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲ। ସ୍କୁଟିରେ ଚାବି ଲାଗିଥିବା ବେଳେ ପାଖରେ ହଳେ ଚପଲ ମଧ୍ୟ ଥୁଆ ହୋଇଛି। ତେଣୁ କେହି ଗାଡ଼ି ରଖିଦେଇ ରାତିରେ ନଦୀକୁ ଡେ଼ଇଁ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ନଦୀରେ ପାଣି ଅଧିକ ରହିଥିବା ଯୋଗୁଁ ଘଟଣା ସ୍ପଷ୍ଟ ହେଉନାହିଁ।ନମ୍ବର ପ୍ଲେଟରୁ ସ୍କୁଟିଟି ନୂଆବଜାରର ମମତା ସାହୁଙ୍କର ବୋଲି ଜଣାପଡିଛି । ମମତା ସକାଳୁ ସ୍କୁଟି ନେଇ ଘରୁ ଆସିଥିବା ଘର ଲୋକ ସୂଚନା ଦେଇଛନ୍ତି । ରଖିଦେଇ ରାତିରେ ନଦୀକୁ ଡେ଼ଇଁ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଚାଲିଛି ଖୋଜାଖୋଜି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking