34.1 C
Bhubaneswar
Friday, October 18, 2024
Homeଓଡିଶାକୋଷ୍ଟାଲ ହାଇୱେ ଡ୍ରିମ୍ ପ୍ରୋଜେକ୍ଟ : ମନମୋହନ

କୋଷ୍ଟାଲ ହାଇୱେ ଡ୍ରିମ୍ ପ୍ରୋଜେକ୍ଟ : ମନମୋହନ

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ,ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ । ରାଜ୍ୟରେ ବିକାଶ ପାଇଁ କ’ଣ କରାଯାଇପାରିବ ଆଲୋଚନା ହୋଇଛି । କୋଷ୍ଟାଲ ହାଇୱେ , ଭୁବନେଶ୍ୱର ରିଂ ରୋଡ୍ ଅନୁମତି ମିଳିଛି । ସାଇକ୍ଲୋନ,ସୁନାମୀ ପ୍ରୋଟେକ୍ସନ ୱାଲ ପାଇଁ ଆଲୋଚନା ହୋଇଛି । ଖୋର୍ଦ୍ଧା ଟାଙ୍ଗୀରୁ କଟକ ଟାଙ୍ଗୀ ବାଇପାସ୍ ରୋଡ୍‌କୁ ଅନୁମତି । ଜାମଝାଡୀ-ଧାମରା ୪ ଥାକିଆ ରାସ୍ତାକୁ ମିଳିଛି ଅନୁମତି । ପୋଲାଭରମ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି । ପର୍ଯ୍ୟଟନକୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking