24.1 C
Bhubaneswar
Friday, February 13, 2026
Homeଓଡିଶାରାଜ୍ୟ ବଜେଟ : ଶୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟବସ୍ତା

ରାଜ୍ୟ ବଜେଟ : ଶୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟବସ୍ତା

ଭୁବନେଶ୍ୱର : ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ବିଧାନସଭାରେ ବଜେଟ ଉପସ୍ଥାପନ
୧) ସୁଭଦ୍ରା ଯୋଜନା -୧୦ ହଜାର କୋଟି ଟଙ୍କା
୨) ସମୃଦ୍ଧ କୃଷକ ଯୋଜନା – ୫ ହଜାର କୋଟି ଟଙ୍କା
୩) ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍ ପାଇଁ କର୍ପସ ପାଣ୍ଡି – ୫୦୦ କୋଟି ଟଙ୍କା
୪) ଓଡ଼ିଆ ଅସ୍ମିତା – ୨୦୦ କୋଟି ଟଙ୍କା
୫) ମାଧୋ ସିଂ ହାତ ଖର୍ଚ୍ଚ – ୧୫୬ କୋଟି ଟଙ୍କା
୬) ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳ – ୫୦ କୋଟି ଟଙ୍କା
୭( ମହାନଦୀର ତଟ ଉନ୍ନୟନ ପ୍ରକଳ୍ପ – ୫୦ କୋଟି ଟଙ୍କା
୮( ଦୀନ ଦୟାଲ ଶିଳ୍ପାଞ୍ଚଳ କର୍ମଚାରୀ ନିବାସ – ୫୦ କୋଟଇ ଟଙ୍କା
୯) ଗ୍ରାମପଞ୍ଚାୟତଗୁଡ଼ିକ ରାସ୍ତାର ସୌର ଶକ୍ତି ଦ୍ୱାରା ଆଲୋକିକରଣ – ୧୦ କୋଟି
୧୦) ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ – ୨୦୦ କୋଟି
୧୧) ଛାତ ଛପର ସୌର ଶକ୍ତି ପ୍ରକଳ୍ପ – ୧୦୦ କୋଟି
୧୨) କର୍କଟ ରୋଗୀ ସେବକମାନଙ୍କ ପାଇଁ ଧର୍ମଶାଳା ଓ ଗେଷ୍ଟ ହାଉସ – ୧୮ କୋଟି
୧୩) ଶିଶଉ କର୍କଟ ଚିକିତ୍ସା ବ୍ୟବସ୍ଥା – ୨୫ କୋଟି
୧୪) ଆୟୁସ୍ମାନ ଭାରତ ପ୍ରଧାନମମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ୫୦୦ କୋଟି
୧୫) ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା – ୯୨ କୋଟି
୧୬) ଅଭ୍ୟୁଦୟ ଭାରତ ନିମିତ୍ତ ପ୍ରଧାମନନ୍ତ୍ରୀ ବିଦ୍ୟାଳୟ ଯୋଜନା – ୨୫ କୋଟି

ବଜେଟ୍ ଆକାର
୧) ୨.୬୫ ଲକ୍ଷ କୋଟଇ ଟଙ୍କା
୨) ସକଳ ଘରୋଇ ଉତ୍ପାଦର ୨୮.୬ ପ୍ରତିଶତ
୩)୨୦୨୩-୨୪ ବଜେଟ୍ ଅଟକଳ ଠାରୁ ୧୫ ପ୍ରତିଶତ ଅଧିକ

କାର୍ଯ୍ୟକ୍ରମ ବ୍ୟୟ
୧) ୧.୫୫ ଲକ୍ଷ କୋଟି ଟଙ୍କା
୨) ମୋଟ୍ ବଜେଟ୍ ଅଟକଳର ୫୮.୫ ପ୍ରତିଶତ
୩) ୨୦୨୩-୨୪ ବଜେଟ୍ ଅଟକଳ ଠାରୁ ୨୪ ପ୍ରତିଶତ ଅଧିକ

ପୁଞ୍ଜି ବିନିଯୋଗ
୧) ୫୮.୧୯୫ କୋଟି ଟଙ୍କା
୨)ରାଜ୍ୟ ସକଳ ଘରୋଇ ଉତ୍ପାଦର ୬.୩ ପ୍ରତିଶତ
୩)ମୋଟ୍ ବଜେଟ୍ ୨୨ ପ୍ରତିଶତ

ସାମାଜିକ କ୍ଷେତ୍ର
୧) ୧,୧୦,୨୪୭ କୋଟି ଟଙ୍କା
୨) ବଜେଟ୍ ୪୨ ପ୍ରତିଶତ

ଆର୍ଥିକ କ୍ଷେତ୍ର
୧) ୮୪,୧୩୫ କୋଟି ଟଙ୍କା
୨) ବିଜେଟ୍‌ର ୩୨ ପ୍ରତିଶତ

ନ୍ନୟନମୂଳକ ବ୍ୟୟ
୧) ୧,୯୪,୩୮୨ କୋଟି ଟଙ୍କା
୨) ବଜେଟ୍‌ର ୭୩ ପ୍ରତିଶତ

ରାଜସ୍ୱ ବଳକା
୧) ୨୭, ୪୩୬ କୋଟି ଟଙ୍କା
୨) ରାଜ୍ୟ ସକଳ ଘରୋଇ ଉତ୍ପାଦର ୨.୯୬ ପ୍ରତିଶତ

ବିତ୍ତୀୟ ନିୟଣ୍ଟ
୧) ୩୨,୪୦୩ କୋଟି ଟଙ୍କା
୨) ରାଜ୍ୟ ସକଳ ଘରୋଇ ଉତ୍ପାଦର ୩.୫ ପ୍ରତିଶତ

ଋଣ ଭାର
୧) ୧,୨୫,୫୫୦ କୋଟଇ ଟଙ୍କା
୨) ରାଜ୍ୟ ସକଳ ଘରୋଇ ଉତ୍ପାଦର ୧୩.୫୬ ପ୍ରତିଶତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking