ଭୁବନେଶ୍ୱର : ଓଡିଶା ପାଇଁ ଆଉ ଖେଳିବେନି ଶୁଭ୍ରାଂଶୁ ସେନାପତି । ଓଡିଶା କ୍ରିକେଟ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି । ଓଡିଶା ଛାଡିବା ପାଇଁ ଏନଓସି ଆବେଦନ କରିଥିଲେ ଶୁଭ୍ରାଂଶୁ । ଓସିଏ ତରଫରୁସ ତାଙ୍କୁ ଏନଓସି ଦିଆଯାଉଥିବା ସୂଚନା । ମଧ୍ୟପ୍ରଦେଶ ପାଇଁ କ୍ରିକେଟ ଖେଳିପାରନ୍ତି ଶୁଭ୍ରାଂଶୁ ।