33.1 C
Bhubaneswar
Saturday, October 5, 2024
Homeଓଡିଶାବିପୁଳ ପରିମାଣର କଫସିରଫ ଜବତ ; ୧ ଗିରଫ

ବିପୁଳ ପରିମାଣର କଫସିରଫ ଜବତ ; ୧ ଗିରଫ

ବରଗଡ଼ : ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ବର୍ତମାନ ସମୟରେ ନିଶାଖୋର ମାନଙ୍କ ପେଣ୍ଠ ସ୍ଥଳୀ ପାଲଟିଛି ବରଗଡ ସହର । ଏପରି ସ୍ଥିତିରେ ବରଗଡ଼ ପୋଲିସ ଏବଂ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ସହ ଚଢ଼ାଉ ଜାରି ରଖିଛନ୍ତି । ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଆଜି ଟାଉନ ଥାନା ପୋଲିସ ବରଗଡ ସହରର ୱାର୍ଡ ନମ୍ବର ୧ ମାଲପଡ଼ାର ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର କଫସିରଫ ବୋତଲ, ନିଶା ଇଞ୍ଜେକସନ, ନିଶା ବଟିକା ସହ ନଗଦ ୫୦ ହଜାର ଟଙ୍କା ଜବତ କରିଛି । ଏହି ଘଟଣାରେ ଘର ମାଲିକ ବୁଲୁ ସାହୁଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking