31.1 C
Bhubaneswar
Saturday, March 28, 2026
Homeଓଡିଶାଛାତରୁ ଡେଇଁଲେ ମା ଓ ତାଙ୍କର ୨ ଝିଅ

ଛାତରୁ ଡେଇଁଲେ ମା ଓ ତାଙ୍କର ୨ ଝିଅ

ଝାରସୁଗୁଡା : ଛାତରୁ ଡେଇଁଲେ ମା ଓ ତାଙ୍କର ୨ ଝିଅ । ଝାରସୁଗୁଡା ସହରରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ, ଝାରସୁଗୁଡା ଭଡ଼ାରେ ରହୁଥିଲେ ପରିବାର। ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ସେମାନଙ୍କ ଘରେ ପୂଜା କରାଯାଇଥିଲା। ମାନସିକ ପୂରଣ ପାଇଁ ଏହି ପୂଜା ଆୟୋଜନ କରାଯାଇଥିବା ଚର୍ଚ୍ଚା ହେଉଛି। ରାତିରେ ପୂଜା ପରେ ମାଆ ଓ ତାଙ୍କର ୨୦ରୁ ୨୨ ବର୍ଷର ଦୁଇ ଝିଅ ଛାତ ଉପରୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଶରୀରେ ଲୁଗା ନଥିଲା। ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। ତେବେ କ’ଣ ପାଇଁ ମାଆ ଓ ତାଙ୍କର ଦୁଇ ବଢ଼ିଲା ଝିଅ ଉଲ୍ଲଗ୍ନ ହୋଇ ଛାତ ଉପରୁ ଡେଇଁ ପଡ଼ିଲେ, ତାହା ଜଣାପଡ଼ି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking