25.1 C
Bhubaneswar
Tuesday, February 3, 2026
Homeଓଡିଶାକକା ଗ୍ରୁପ୍ ପକ୍ଷ ରୁ ହେଲମେଣ୍ଟ ବଣ୍ଟନ ଓ ଜନ ସଚେତନା

କକା ଗ୍ରୁପ୍ ପକ୍ଷ ରୁ ହେଲମେଣ୍ଟ ବଣ୍ଟନ ଓ ଜନ ସଚେତନା

ଯାଜପୁର : କକା ଗ୍ରୁପ୍ ପକ୍ଷ ରୁ ବାଇକ ଆରୋହି ମାନେ ନିଜ ଜିବନ କୁ ସୁରକ୍ଷିତ ରଖିବା ପାଇଁ ହେଲେମେଣ୍ଟ ପିନ୍ଧନ୍ତୂ ଜିବନ ବଞ୍ଚl ନ୍ତୁ ପ୍ଲାଇ ବୋର୍ଡ ଧରି ଚୋରୋଦl ବାଇ ପାସ ଠାରେ ବାଇକ୍ ଆରୋହି ମାନଂକୁ ଜନସଚେତନତା କରି 150ରୁ ଉର୍ଦ୍ଧ ହେଲମେଟ ବଣ୍ଟନ କରି ଥିଲେ l ଏହି ମହତ କାର୍ଯ୍ୟ କ୍ରମ କୁ କୋରେଇ ବିଧାୟକ ଆକାଶ ଦାସ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ହେଲମେଟ ପିନ୍ଧି ଗାଡି ଚଳାଇବା ଓ ଟ୍ରାଫିକ ନିୟମ ମାନିବାକୁ ସେ ଆହ୍ବାନ ଦେଇ ଥିଲେ l ସୂଚନା ଯୋଗ୍ୟ ଯେ ଏହି ଗ୍ରୁପ୍ ର ଜଣେ ସଦସ୍ୟ ରଜିବି ଲୋଚନ ଭୂଇଁ ଆଁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ସେ ହେଲମେଟ ପିନ୍ଧି ନ ଥିବାରୁ ମୁଣ୍ଡ ରେ ଆଘାତ ପ୍ରାପ୍ତ ହୋଇ ମୃତୁ ବରଣ କରିଥିଲେ l ଭୂଇଁ ଆଁ ଙ୍କ ପରି ଆଉ କେହି ମୃତୁ ବରଣ ନ କରନ୍ତି ଏହି ଗ୍ରୁପ୍ ପକ୍ଷ ରୁ ମହତ କ୍ରମ ରେବାଇକ୍ ଆରୋହି ମାନଂକୁ ସଚେତନ ବାର୍ତ୍ତା ଡିଆ ଯାଇ ହେଲମେଟ ବଣ୍ଟନ କାରା ଯାଇ ଥିଲା l କକା ଗ୍ରୁପ୍ ଅଫ ଫାଉଣ୍ଡେସନ ର ସମସ୍ତ ସଦସ୍ୟ କାର୍ଯ୍ୟ କ୍ରମ କୁ ପରିଚlଳନl କରି ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking