କୋରାପୁଟ : ଟ୍ରକରେ ମାଟି ଲୋଡ୍ ବେଳେ ଅଘଟଣ । ମାଟି ଅତଡା ଖସି ୨ ମହିଳା ଶ୍ରମିକ ମୃତ । ଅନ୍ୟ ଜଣେ ମହିଳା ଚାପି ହୋଇ ରହିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସଦର ଥାନା ମଙ୍ଗଳା ମନ୍ଦିର ଛକରେ ଦୁର୍ଘଟଣା ଘଟିଛି ।