ଭୁବନେଶ୍ୱର : ଆଗକୁ କ’ଣ କରିବେ ପାଣ୍ଡିଆନ୍ ଚର୍ଚ୍ଚାର ବିଷୟକୁ ନେଇ ଜାତୀୟ ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଗକୁ କ’ଣ କରିବି ସ୍ଥିର କରିନି । ଭଗବାନଙ୍କ ଉପରେ ସବୁ ଛାଡି ଦେଉଛି । ସମୟ ଆସେଲେ ଏ ସମ୍ପର୍କରେ ନିଷ୍ପତ୍ତି ନେବି ।