21.1 C
Bhubaneswar
Monday, November 18, 2024
Homeଖେଳଜାଣନ୍ତୁ ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱକପର କ୍ରୀଡାସୂଚୀ...

ଜାଣନ୍ତୁ ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱକପର କ୍ରୀଡାସୂଚୀ…

ମୁମ୍ବାଇ : ଶେଷ ହୋଇଛି ଅପେକ୍ଷା । ଘୋଷଣା ହୋଇଛି ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ର କ୍ରୀଡାସୂଚୀ । ଆଇସିସି ଏବଂ ହୋଷ୍ଟ ଦେଶ ପକ୍ଷରୁ ଗତକାଲି ଘୋଷଣା କରାଯାଇଛି କ୍ରୀଡା ସୂଚୀ । ଖବର ଅନୁଯାୟୀ, ୨୦୨୪ରେ ଅନୁଷ୍ଠିତ ହେବ ଟ୍ୱେଣ୍ଟି-୨୦ ବିଶ୍ୱକପ୍ । ଜୁନ୍ ୨ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଜୁନ ୨୯ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଟିମ୍ କ୍ବାଲିଫାଏ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଟି ଟିମ୍ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ରେ ଏଣ୍ଟ୍ରି କରିବେ । ସେହିଠାରୁ ହିଁ ଆରମ୍ଭ ହେବ ସୁପର ୮ ଷ୍ଟେଜ୍ ମୁକାବିଲା । ତେବେ କାହା ସହିତ କେବେ ଖେଳାଯିବ ମ୍ୟାଚ୍ ସେ ନେଇ ଆଇସିସି ପକ୍ଷରୁ ଖେଳର କାର୍ଯ୍ୟସୂଚୀ ଦିଆଯାଇଛି । ଦେଇଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ,
ତାରିଖ      ସମୟ           ମ୍ୟାଚ୍            ସ୍ଥାନ
ଜୁନ୍ ୨    ସକାଳ ୬ଟା    ଆମେରିକା-କାନାଡା –  ତାଲସ
ଜୁନ୍ ୨   ରାତି ୮ଟା       ୱେଷ୍ଟଇଣ୍ଡିଜ୍-ପିଏନ୍‌ଜି –  ଗୁଏନା
ଜୁନ୍ ୩  ସକାଳ ୬ଟା       ନାମିବ୍ୟା-ଓମାନ –  ବାର୍ବାଡୋସ୍‌
ଜୁନ୍ ୩  ରାତି ୮ଟା      ଶ୍ରୀଲଙ୍କା -ଦ.ଆଫ୍ରିକା  –  ନ୍ୟୁୟର୍କ
ଜୁନ୍ ୪  ସକାଳ ୬ଟା   ଆଫଗାନିସ୍ତାନ-ଉଗାଣ୍ଡା –   ଗୁଏନା
ଜୁନ୍ ୪   ରାତି ୮ଟା     ଇଂଲଣ୍ଡ-ସ୍କଟଲାଣ୍ଡ   –     ବାର୍ବାଡୋସ୍‌
ଜୁନ୍ ୪   ରାତି ୯ଟା    ନେଦରଲାଣ୍ଡ-ନେପାଳ  –   ଡଲାସ
ଜୁନ୍ ୫   ରାତି ୮ଟା     ଭାରତ-ଆୟରର୍ଲାଣ୍ଡ  –  ନ୍ୟୁୟର୍କ
ଜୁନ୍ ୬   ସକାଳ ୫ଟା      ପିଏନ୍‌ଜି- ଉଗାଣ୍ଡା   – ଗୁଏନା
ଜୁନ୍ ୬   ସକାଳ ୬ଟା     ଅଷ୍ଟ୍ରେଲିଆ-ଓମାନ  – ବାର୍ବାଡୋସ୍‌
ଜୁନ୍ ୬   ରାତି ୯ଟା       ଆମେରିକା-ପାକିସ୍ତାନ  – ଡଲାସ
ଜୁନ୍ ୬  ରାତି ୧୨ଟା ୩୦   ନାମିବ୍ୟା-ସ୍କଟଲ୍ୟାଣ୍ଡ  -ବାର୍ବାଡୋସ୍‌
ଜୁନ୍ ୭   ରାତି ୮ଟା         କାନାଡା-ଆୟର୍ଲାଣ୍ଡ   –  ନ୍ୟୁୟର୍କ
ଜୁନ୍ ୮  ସକାଳ ୫ଟା     ନ୍ୟୁଜିଲ୍ୟାଣ୍ଡ-ଆଫଗାନିସ୍ତାନ-  ଗୁଏନା
ଜୁନ୍ ୮  ସକାଳ ୬ଟା       ଶ୍ରୀଲଙ୍କା-ବାଂଲାଦେଶ  –   ଡଲାସ
ଜୁନ୍ ୮ ରାତି ୮ଟା        ଦ.ଆଫ୍ରିକା- ନେଦରଲାଣ୍ଡ-   ନ୍ୟୁୟର୍କ
ଜୁନ୍ ୮  ରାତି ୧୦ଟା ୩୦  ଅଷ୍ଟ୍ରେଲିଆ- ଇଂଲଣ୍ଡ  –  ବାର୍ବାଡୋସ୍‌
ଜୁନ୍ ୯  ସକାଳ ୬ଟା       ୱେଷ୍ଟଇଣ୍ଡିଜ୍-ଉଗାଣ୍ଡା –    ଗୁଏନା
ଜୁନ୍ ୯ ରାତି ୮ଟା         ଭାରତ-ପାକିସ୍ତାନ          –    ନ୍ୟୁୟର୍କ
ଜୁନ୍ ୯   ରାତି ୧୦ଟା        ଓମାନ – ସ୍କଟଲାଣ୍ଡ  –  ଆଣ୍ଟିଗୁଆ
ଜୁନ୍ ୧୦  ରାତି ୮ଟା         ଦ.ଆଫ୍ରିକା-ବାଂଲାଦେଶ-   ନ୍ୟୁୟର୍କ
ଜୁନ୍ ୧୧   ରାତି ୮ଟା            ପାକିସ୍ତାନ-କାନାଡା –  ନ୍ୟୁୟର୍କ
ଜୁନ୍ ୧୨    ସକାଳ ୫ଟା   ଶ୍ରୀଲଙ୍କା-ନେପାଳ     –      ଫ୍ଲୋରିଡା
ଜୁନ୍ ୧୨     ସକାଳ ୬ଟା    ଅଷ୍ଟ୍ରେଲିଆ-ନାମିବ୍ୟା   –    ଆଣ୍ଟିଗୁଆ
ଜୁନ୍ ୧୨    ରାତି ୮ଟା           ଭାରତ-ଆମେରିକା  –  ନ୍ୟୁୟର୍କ
ଜୁନ୍ ୧୩   ସକାଳ ୬ଟା       ୱେଷ୍ଟଇଣ୍ଡିଜ୍-ନ୍ୟୁଜିଲାଣ୍ଡ-   ତ୍ରିନିଦାଦ୍
ଜୁନ୍ ୧୩    ରାତି ୮ଟା  ବାଂଲାଦେଶ-ନେଦରଲାଣ୍ଡ –    ସେଣ୍ଟ ଭିନ୍‌ସେଣ୍ଟ
ଜୁନ୍ ୧୩   ରାତି ୧୨ ଟା ୩୦    ଇଂଲଣ୍ଡ-ଓମାନ    –  ଆଣ୍ଟିଗୁଆ
ଜୁନ୍ ୧୪   ସକାଳ ୬ଟା     ଆଫଗାନିସ୍ତାନ-ପିଏନ୍‌ଜି   -ତ୍ରିନିଦାଦ୍
ଜୁନ୍ ୧୪   ରାତି ୮ଟା      ଆମେରିକା- ଆୟର୍ଲାଣ୍ଡ  –    ଫ୍ଲୋରିଡା
ଜୁନ୍ ୧୫   ସକାଳ ୫ଟା   ଦ.ଆଫ୍ରିକା-ନେପାଳ     –    ସେଣ୍ଟ ଭିନ୍‌ସେଣ୍ଟ
ଜୁନ୍ ୧୫   ସକାଳ ୬ଟା    ନ୍ୟୁଜିଲାଣ୍ଡ- ଉଗାଣ୍ଡା     –    ତ୍ରିନିଦାଦ୍
ଜୁନ୍ ୧୫    ରାତି ୮ଟା    ଭାରତ- କାନାଡା         –      ଫ୍ଲୋରିଡା
ଜୁନ୍ ୧୫    ରାତି ୧୦ଟା ୩୦  ଇଂଲଣ୍ଡ-ନାମିବ୍ୟା      –   ଆଣ୍ଟିଗୁଆ
ଜୁନ ୧୬    ସକାଳ ୬ଟା   ଅଷ୍ଟ୍ରେଲିଆ- ସ୍କଟଲାଣ୍ଡ  –       ସେଣ୍ଟ ଲୁସିଆ
ଜୁନ୍ ୧୬    ରାତି ୮ଟା   ପାକିସ୍ତାନ- ଆୟର୍ଲାଣ୍ଡ      –      ଫ୍ଲୋରିଡା
ଜୁନ୍ ୧୭   ସକାଳ ୫ଟା   ବାଂଲାଦେଶ- ନେପାଳ     –   ସେଣ୍ଟ ଭିନ୍‌ସେଣ୍ଟ
ଜୁନ୍ ୧୭  ସକାଳ ୬ଟା    ଶ୍ରୀଲଙ୍କା-ନେଦରଲାଣ୍ଡ୍     –   ସେଣ୍ଟ ଲୁସିଆ
ଜୁନ୍ ୧୭   ରାତି ୮ଟା  ନ୍ୟୁଜିଲାଣ୍ଡ- ପିଏନ୍‌ଜି        –     ତ୍ରିନିଦାଦ୍
ଜୁନ୍ ୧୮   ସକାଳ ୬ଟା   ୱେଷ୍ଟଇଣ୍ଡିଜ୍-ଆଫଗାନିସ୍ତାନ    –  ସେଣ୍ଟ ଲୁସିଆ

ସୁପର-୮ ପର୍ଯ୍ୟାୟ ଜୁନ୍ ୧୯ରୁ ଜୁନ୍ ୨୪
ଜୁନ୍ ୨୭ ପ୍ରଥମ ସେମିଫାଇନାଲ ତ୍ରିନିଦାଦ ସକାଳ ୬ଟା
ଜୁନ୍ ୨୯ ଦ୍ୱିତୀୟ ସେମିଫାଇନାଲ ଗୁଏନା ରାତି ୮ଟା
ଜୁନ୍ ୨୯ ଫାଇନାଲ ବାର୍ବାଡୋସ ରାତି ୭ଟା ୩୦

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking