ଧର୍ମଶାଳା : ଡଙ୍କାରୀ ପାହାଡ ପଥର ଧସିବା ଘଟଣା । ପାହାଡ ତଳେ ଆଉ ୨ଟି ମୃତଦେହ ଥିବା ସୂଚନା ମିଳିଛି । ମେସିନ ପୋତି ହୋଇଥିବା ଏନଡିଆରଏଫ ଜେପୁଟି କମାଣ୍ଡରଙ୍କ ସୂଚନା । ୩ଦିନ ଧରି ଚାଲିଛି ଉଦ୍ଧାର କାର୍ଯ୍ୟ । ପୂର୍ବରୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା ।