28.1 C
Bhubaneswar
Thursday, September 19, 2024
Homeଓଡିଶାନିଜ ଘର ସମ୍ଭାଳି ନପାରି ବିଜେଡି ଉପରେ ଦୋଷ ଲଦୁଛି ବିଜେପି: ବିଜେଡି

ନିଜ ଘର ସମ୍ଭାଳି ନପାରି ବିଜେଡି ଉପରେ ଦୋଷ ଲଦୁଛି ବିଜେପି: ବିଜେଡି

 ଟିକେଟ ବଌକ୍ଷଗ୍ଧ;ନ ରାଗରୁ ମୁହାଁମୁହିଁ ପ୍ରଦୀପ ପାଣିଗ୍ରାହୀ ଓ ଶିବ ଶଙ୍କର ଦାସ
 ବିଜେଡି ଉପରେ ଦୋଷ ଲଦି ଲୋକହସା ହୋଇଛନ୍ତି ପିତାମ୍ବର ଆଚାର୍ଯ୍ୟ
ଭୁବନେଶ୍ୱର, : ନିଜ ଘର ସମ୍ଭାଳିନପାରି ପର ଉପରେ ଦୋଷ ଲଦିବା ଓଡିଶା ବିଜେପିର ଏକ ଅଭ୍ୟାସରେ ପରିଣତ ହେଲାଣି । ବ୍ରହ୍ମପୁରରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଶିବ ଶଙ୍କର ଦାସ ଓରଫ୍ ପିଌକ୍ଷଗ୍ଧ;ୁ ଦାସ ଏକଦା ବିଜେପିରେ ଥିଲେ । ନିଜ ନିର୍ବାଚନ ମଣ୍ଡଳୀର ଗରିବ ସାଧାରଣ ଯୁବକଙ୍କୁ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ତଥା ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ବିଜେଡିରୁ ତଡା ଖାଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଯେତେବେଳେ ଫୁଲ ମାଳ ପକାଇ ଓଡିଶା ବିଜେପି ସ୍ୱାଗତ କଲା, ସେବେଠାରୁ ଉଭୟ ପ୍ରଦୀପ ପାଣିଗ୍ରାହୀ ଓ ପିଌକ୍ଷଗ୍ଧ;ୁ ଦାସଙ୍କ ମଧ୍ୟରେ ଛକାପଂଝା ଆରମ୍ଭ ହୋଇଥିଲା ।
ପ୍ରଦୀପ ପାଣିଗ୍ରାହୀ ନିଜର ଜଣେ ଅନୁଗତଙ୍କୁ ବ୍ରହ୍ମପୁର ବିଧାନସଭା ଆସନର ଟିକେଟ ଦେବା ପରେ, ଶିବ ଶଙ୍କର ଦାସ ବିଜେପି ଛାଡିଲେ ଓ ବିଦ୍ରୋହୀ ପ୍ରାର୍ଥୀ ଭାବେ ଠିଆ ହେଲେ । ସେହି ସମୟରେ ସେ ପ୍ରଦୀପ ପାଣିଗ୍ରାହୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ।
ଓଡିଶା ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳର ପରିଣତି ସାରା ଓଡିଶା ଦେଖିଲା, ଯେତେବେଳେ ଟିକେଟ ବଌକ୍ଷଗ୍ଧ;ନର ରାଗ ନେଇ ଦୁଇ ନେତା ମୁହାଁମୁହିଁ ହୋଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା, ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏଥିରେ ବିଜେଡିକୁ ଟାଣି ମନ୍ତବ୍ୟ ରଖିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିଜ ଘର କଥା ସମ୍ଭାଳିନପାରି, ଏହା ପର ଉପରେ ଦୋଷ ଲଦିଲା ଭଳି କଥା ।
ଅପରାଧୀଙ୍କୁ ଫୁଲ ମାଳ ପକାଇ ସ୍ୱାଗତ କଲେ ଓ ସେମାନଙ୍କୁ ମୁଣ୍ଡ ଉପରେ ବସାଇଲେ ଏଭଳି ସ୍ଥିତି ଦେଖିବାକୁ ମିଳେ । ପ୍ରଦୀପ ପାଣିଗ୍ରାହୀ ଏବେ ଓଡିଶା ବିଜେପି ପାଇଁ ତଌକ୍ଷଗ୍ଧ;ିରେ ଲାଗିଥିବା କଌକ୍ଷଗ୍ଧ;ା ଭଳି । ନା ସେମାନେ ଢୋକି ପାରୁଛନ୍ତି, ନା କାଢି ପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking