31.1 C
Bhubaneswar
Tuesday, October 22, 2024
Homeଓଡିଶା୪ ବନ୍ଧୁକ , ୧୨ ରାଉଣ୍ଡ ଗୁଳି ଜବତ

୪ ବନ୍ଧୁକ , ୧୨ ରାଉଣ୍ଡ ଗୁଳି ଜବତ

କଟକ : ଜଗତପୁର ଅଞ୍ଚଳରୁ ୩ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଏହି ବେପାରୀ ମାନଙ୍କ ଠାରୁ ୪ ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଏହି ଅଭିଯୁକ୍ତମାନେ ଏଟିଏମ୍ ଭ୍ୟାନ ଲୁଟ୍ କରିବା ନେଇ ଯୋଜନା କରିଥିଲେ । ଏହି ଅଭିଯୁକ୍ତମାନେ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣିଥିଲେ ବୋଲି ସୂଚନା ମିଳିଛି । ଏକ ପ୍ରେସମିଟ୍ ଜରିଆରେ କଟକ ଡିସିପି କନୱର ବିଶାଲ ସିଂ  ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking