24.1 C
Bhubaneswar
Tuesday, October 22, 2024
Homeଓଡିଶାସଫେଇ କର୍ମୀଙ୍କ ଝାଡୁ ଛାଡ ଆନ୍ଦୋଳନ

ସଫେଇ କର୍ମୀଙ୍କ ଝାଡୁ ଛାଡ ଆନ୍ଦୋଳନ

ଭୁବନେଶ୍ୱର : ରାଜଧାନୀରେ ଦେଖିବାକୁ ମିଳିଛି ସଫେଇ କର୍ମଚାରୀଙ୍କ ଝାଡୁ ଛାଡ ଆନ୍ଦୋଳନ । ୧୫ ହଜାର ଟଙ୍କା ଦରମା ବୃଦ୍ଧି ସହ ବିଭିନ୍ନ ଦାବିରେ ଶହ ଶହ ଆନ୍ଦୋଳନକାରୀ ଆଜି ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି । ରାଜଧାନୀ ଛକରେ ବସିରହିଛନ୍ତି  ସଫେଇ କର୍ମଚାରୀ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ୫୩ ଟି ୱାର୍ଡରେ ଉଠି ପାରୁନି ଅଳିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking