32.1 C
Bhubaneswar
Saturday, October 19, 2024
Homeଓଡିଶା୨୦ ହଜାର କୋଟିର ପ୍ରକଳ୍ପ ଭେଟି

୨୦ ହଜାର କୋଟିର ପ୍ରକଳ୍ପ ଭେଟି

ଚଣ୍ଡିଖୋଲ : ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ । ପ୍ରାୟ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ସେ ଓଡିଶା ବାସୀଙ୍କୁ ଭେଟି ଦେଇଛନ୍ତି । ଏହା ସହ ରେଳ , ଜାତୀୟ ରାଜପଥ ଆଦି ୧୬ ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ଉକ୍ତ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଉପସ୍ଥିତ ଥିଲେ ।

କାଲି କୃଷକମାନଙ୍କ ଦିଲ୍ଲୀ ଚଲୋ ଅଭିଯାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking