31.1 C
Bhubaneswar
Friday, September 20, 2024
Homeଓଡିଶାଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛ ଉଦ୍ଧାର

ଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛ ଉଦ୍ଧାର

କଟକ: କଟକ ଜିଲ୍ଲା ମଙ୍ଗୁଳି ଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛକୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ କର୍ଣ୍ଣାଟକକୁ ଚାଲାଣ ହେଉଥିବା ବେଳେ ୩୫୧ଟି ବିରଳ କଇଁଛକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ କାର ଯୋଗେ ଏହି କଇଁଛ ସବୁ ଚାଲାଣ ହେଉଥିଲା। ଉଦ୍ଧାର କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। କଇଁଛ ଚାଲାଣ ପଛରେ ଆଉ କିଏ କିଏ ସମ୍ପୃକ୍ତ ? ଏହା ପଛରେ କାହାର ରାକେଟ୍ କାମ କରୁଛି କି ନାହିଁ ତାର ତଦନ୍ତ ଚାଲିଛି। ଗିରଫ ୩ ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking