ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ରଜତ ଚୌଧୁରୀ । ପିସିସି ଉପସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଲେ । ଏବେ ଉପସଭାପତି ଥିବା ରଜତ ରାଜ୍ୟ ଯୁବ କଂଗ୍ରେସ ସଭାପତି ବି ଥିଲେ ।