28.1 C
Bhubaneswar
Monday, November 18, 2024
Homeଓଡିଶାପୁରା ଟଙ୍କା ନମିଳିବାରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବନ୍ଦ

ପୁରା ଟଙ୍କା ନମିଳିବାରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବନ୍ଦ

ବଲାଙ୍ଗିର : ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରିବା ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ସେହିଭଳି ରାଜ୍ୟର ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ନେହେନା ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବା କଥା ହେଲେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରିବା ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ପୁରା ଟଙ୍କା ବଦଳରେ ମାତ୍ର ଦେଢ ଲକ୍ଷ ଟଙ୍କା ସରପଞ୍ଚଙ୍କୁ ଦେଇଥିଲେ । ଏହି ଟଙ୍କାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି କରିଥିଲେ ସରପଞ୍ଚ । ଟେଣ୍ଟପାଇଁ ଆଡଭାନ୍ସ କରିଥିଲେ । ଆଡଭାନ୍ସ ପାଇବା ପରେ କାର୍ଯ୍ୟକ୍ରମ ପାଇଁ ଟେଣ୍ଟ ବନ୍ଧା ଯାଇଥିଲା , ଗେଟ୍ ଓ ଷ୍ଟେଜ ତିଆରି ହୋଇଥିଲା । କାର୍ଯ୍ୟକ୍ର ପାଇଁ ପ୍ରଚାର ମଧ୍ୟ କରାଯାଇଥିଲା । ହେଲେ ସମ୍ପୂର୍ଣ୍ଣ ଟଙ୍କା ମିଳି ନଥିବାରୁ ସରପ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବାତିଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking