32.1 C
Bhubaneswar
Monday, October 21, 2024
Homeଓଡିଶା‘ଆୟୁଷ୍ମାନ ଭାରତ’ ମାମଲା ଖାରଜ

‘ଆୟୁଷ୍ମାନ ଭାରତ’ ମାମଲା ଖାରଜ

ଭୁବନେଶ୍ୱର : ରାଜ୍ୟରେ ଆୟୁଷ୍ମାନ ଯ୍ଧେକ୍ସନା ଲାଗୁ ସଂପର୍କିତ ଜମସ୍ୱାର୍ଥ ମାମଲା । ମାମଲାରେ ପ୍ରାରମ୍ଭିକ ଶୁଣାଣିରେ ଖାରଜ କଲେ ହାଇକୋର୍ଟ । ହାଇକୋର୍ଟ ପିଆଇଏଲ ରୁଲ୍‌ସ ପାଳନ ହୋଇ ନଥିବା ଦର୍ଶାଇ ଖାରଜ । ରାଜ୍ୟ ସରକାରଙ୍କୁ କାହିଁକି ଅଭିଯୋଗ କରାଯାଇନଥଲା ପ୍ରଶ୍ନ କଲେ ହାଇକୋର୍ଟ । ୨୦୧୮ରୁ ଯୋଜନା ହୋଇଥିଲେ ବି ଏବେ କାହିଁକି ମାମଲା ପ୍ରଶ୍ନ କଲେ ।

ଚଳିତ ବର୍ଷ ଅସହ୍ୟ ଗରମ ଗୁଳୁଗୁଳିର ସମ୍ଭାବନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking