ଝାରସୁଗୁଡା : ଭ୍ୟାନ୍କୁ ଧକ୍କା ଦେଲା କଇଲା ଟ୍ରକ ; ୪ ମୃତ । ଲଖନପୁର ବ୍ଲକ ବେହେରାଗୁଡା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତର ୯ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । ଯାତ୍ରୀଙ୍କୁ ଧରି ବେଲପାହାଡ ଅଭିମୁଖେ ଯାଉଥିଲା ଭ୍ୟାନ୍ ।