26.1 C
Bhubaneswar
Tuesday, October 22, 2024
Homeଓଡିଶାକଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍ ଡେଟେଡ୍‌ ହୋଇଗଲାଣି: ମୋଦି

କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍ ଡେଟେଡ୍‌ ହୋଇଗଲାଣି: ମୋଦି

ଭୁବନେଶ୍ୱର: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଅବସରରେ ମୋଦିଙ୍କ ବକ୍ତବ୍ୟ । ସେ କହିଛନ୍ତି, ଏହିଭଳି ପ୍ରେରଣାଦାୟୀ  ଉଦବୋଧନ ପାଇଁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା । ରାଷ୍ଟ୍ରପତିଙ୍କ ଉଦବୋଧନ ଦେଶକୁ ନୂଆ ଦିଗ ଦେଖାଇବ । ଆରମ୍ଭରୁ ହିଁ ବିରୋଧୀଙ୍କ କଡା ସମାଲୋଚାନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି । ଅପଣମାନେ ମୋସ୍ୱର ଦବାଇ ପାରିବେନି ବୋଲି କହିଲେ ମୋଦି । ଏ ସ୍ୱର ମୋତେ ଦେଶବାସୀ ଦେଇଛନ୍ତି ଦବାଇ ପାରିବେନି । କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍ ଡେଟେଡ୍ ହୋଇଗଲାଣି ବୋଲି ରାଜ୍ୟସଭାରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking