28.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶନାମିବିଆର ରାଷ୍ଟ୍ରପତି ହେଜ ଗୋଟଫ୍ରିଡ ଜିଙ୍ଗୋବଙ୍କ ପରଲୋକ

ନାମିବିଆର ରାଷ୍ଟ୍ରପତି ହେଜ ଗୋଟଫ୍ରିଡ ଜିଙ୍ଗୋବଙ୍କ ପରଲୋକ

ନାମିବିଆ: ନାମିବିଆର ରାଷ୍ଟ୍ରପତି ହେଜ ଗୋଟଫ୍ରିଡ ଜିଙ୍ଗୋବଙ୍କର ରାଜଧାନୀ ୱିଣ୍ଡହୋକର ଏକ ଡାକ୍ତରଖାନାରେ ପରଲୋକ ଘଟିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ନାଙ୍ଗୋଲୋ ମ୍ବୁମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୮୨ବର୍ଷୀୟ ଜିଙ୍ଗୋବ ଗତକାଲି ରାତି ୧୨.୦୪ରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ଏବଂ ପିଲାମାନେ ତାଙ୍କ ସହିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking