32.1 C
Bhubaneswar
Tuesday, October 22, 2024
Homeଓଡିଶାବସ୍ ଓଲଟି ୮ ଗୁରୁତର

ବସ୍ ଓଲଟି ୮ ଗୁରୁତର

ବାଲୁଗାଁ : ଦୁର୍ଘଟମା ପରେ ଓଲଟି ପଡିଲା ବସ୍‌, ୮ ଆହତ । ୧୬ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକରେ ଦୁର୍ଘଟଣା । ପଛରୁ ଟ୍ରକ୍ ଧକ୍କା ଦେବା ପରେ ଓଲଟି ପଡିଲା ବସ୍ । ୮ ଗୁରୁତରଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି, ବସ୍‌ରେ ଥିଲେ ୪୦ ଯାତ୍ରୀ । ବସ୍‌ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ।

ପୁନମ ପାଣ୍ଡେ ଜୀବିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking