25.1 C
Bhubaneswar
Monday, October 21, 2024
Homeଓଡିଶା୭୫ବର୍ଷ ସ୍ୱାଧୀନ ପଦାର୍ପଣ ପରେ ମଧ୍ୟ ଗାଁ କୁ ରାସ୍ତା ନାହିଁ

୭୫ବର୍ଷ ସ୍ୱାଧୀନ ପଦାର୍ପଣ ପରେ ମଧ୍ୟ ଗାଁ କୁ ରାସ୍ତା ନାହିଁ

ଯାଜପୁର: ୭୫ତମ ସ୍ୱାଧୀନଦିବସ ଦେଶରେ ଗାଁରେ ଖଣ୍ଡେ ଭଲ ରାସ୍ତା ନାହିଁ l ଉପlନ୍ତଳ ଅଞ୍ଚଳ ନୁହେଁ l ବିକାଶ ଶିଲ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ତଣ୍ଡରା ଗ୍ରାମ ପଞଚାୟତର ଫିରୋଜlପୁର ଗ୍ରାମ ରେ ଭଲ ରାସ୍ତା ଖଣ୍ଡିଏ ନାହିଁ l ବିଧାୟକ ପରେ ବିଧାୟକ ଯାଉଛନ୍ତି କିନ୍ତୁ ଏହି ଗ୍ରାମ ଟି ପ୍ରତି ଆଡ ଆଖି ରେ ଚାହୁଁ ନାହାନ୍ତି l ନିର୍ବାଚନ ବେଳେ ନେତା ଆସୁଛନ୍ତି l ନିର୍ବାଚିତ ପରେ ଏହି ଗ୍ରାମ ରାସ୍ତା କରା ଯିବ କହି ଭୋଟ ନେ଼ଇ ନିର୍ବାଚିତ ହେଲା ପରେ ଗ୍ରାମ ରେ ଦେଇ ଥିବା ପ୍ରତିଶ୍ରୁତି ଭୁଲି ଯାଉଛନ୍ତି କାଶିଆ କିଏ ନା କପିଳା କିଏ ଏହି ଉତୁକ୍ତି ରେ ରହିଯାଉଛି ବର୍ଷା ଋତୁ ରେ ଗ୍ରାମ୍ୟ ବାହାର ଜଗତ ରୁ ବିଛିନ୍ନ ହୋଇ ଯାଉଚି ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଉନାହାନ୍ତି ରୋଗୀ ମାନେ ଡାକ୍ତର ଖାନlକୁ ନ ଯାଇ ପାରି ଚିକିତ୍ସା ଅଭାବରୁ ମୃତୁ ବରଣ କରୁଛନ୍ତି l

ବିଧାୟକ ସରପଞ୍ଚ ଜିଲ୍ଲା ପ୍ରଶାସନ ଓ ବିଡ଼ିଓ ନିକଟ ରେ ଗ୍ରାମବାସୀଙ୍କ ଦୁଃଖ ବୁଝୁ ନାହାଁନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଗାଁ କୁ କାମ ସବୁ ଗ୍ରାମ କୁ ପକ୍କା ରାସ୍ତା ପାନୀୟ ଜଳ ବିଦ୍ୟୁତ୍ ଶିକ୍ଷା ପ୍ରଭୁତି ଜନ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି 5ଟି ସଚିବ ସମୀକ୍ଷା କରୁଛନ୍ତି କିନ୍ତୁ କାଗଜ କଲମ ଭାଷଣ ବାଜି ରେ ରହି ଯାଉଚି ଶାସକ ଦଳ ର କର୍ମୀ ମାନେ ରାସ୍ତା ଉପରେ ରାସ୍ତା ନିର୍ମାଣ କରି ପ୍ଲସ ବିଲି କାରି ହାତ ଚିକ୍କଣ କରି ସରକାରୀ ଅର୍ଥ ଆତ୍ମସାତ କରୁଛନ୍ତି ନିଜ ର ଫାଇଦା ସ୍ଥାନ ରେ ରାସ୍ତା ନିର୍ମାଣ କରୁଛନ୍ତି ଯେଉଁ ଗ୍ରାମ ରେ ରାସ୍ତା ନାହିଁ ସେଠାରେ ରାସ୍ତା ହେଉ ନାହିଁ ଏ ସଂପର୍କ ରେ ଖବର ପାଇ ମାନବା ଅଧିକାର କର୍ମୀ ମୋନୋଜ ଜେନା ଉତ୍କ ଗ୍ରାମକୁ ଯାଇ ଅନୁଧ୍ୟାନ କରିଛନ୍ତିl

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking