30.1 C
Bhubaneswar
Monday, October 21, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ଭଦ୍ରକ : ଟ୍ୟାଙ୍କର ଚାଳକଙ୍କ ବେପରୁଆ ଗାଡି ଚାଳଲା ପାଇଁ ଚାଲିଗଲା ଜଣଙ୍କ ଜୀବନ। ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକରେ ସିରିଜ୍‌‌ ଦୁର୍ଘଟଣାରେ ଶୁକ୍ରବାର ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରକ୍‌‌କୁ ଟ୍ୟାଙ୍କର ଧକ୍କା ଦେବା ପରେ କାର୍‌‌କୁ ଏକ ଟ୍ରକ୍‌‌ ଧକ୍କା ଦେଇଛି। ଟ୍ରକ୍‌‌କୁ ପିଟିବା ପରେ ବାଇକ୍‌‌ ଆରୋହୀଙ୍କ ଉପରେ ଟ୍ୟାଙ୍କର ଚଢିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

ବାଇକ୍‌‌ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଅନ୍ୟମାନେ ସୁରକ୍ଷିତ ରହିଛନ୍ତି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିବା ସହ ସ୍ଥାନୀୟଲୋକେ ପ୍ରତିବାଦ କରି ରାସ୍ତାରୋକ କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking